Friday, May 25, 2018

କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ


ଡଃ ଅରୁନ୍ଧତୀ ଦେବୀ

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଜନ୍ମିତ ଜଣେ ଶାସକ ଓ ଭାଷା ଆନ୍ଦୋଳନର ପୁରୋଧା ଥିଲେ । ରାଜା ଗୌରଚନ୍ଦ୍ର ଦେବ (ଦ୍ୱିତୀୟ) ଓ ରାଣୀ ବିଷ୍ଣୁପ୍ରିୟା ଦେବୀଙ୍କର ଜ୍ୟେଷ୍ଠ ପୁତ୍ର ଭାବେ କୃଷ୍ଣଚନ୍ଦ୍ର ୧୮୯୨ ମସିହା ଅପ୍ରେଲ ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ରାଜକୀୟ ବିଳାସବ୍ୟସନ ଠାରୁ ଦୂରରେ ରହି ଜନସେବାକୁ ଗୁରୁତ୍ୱ ଦେଇଥିଲେ । କଲେଜରେ ପଢ଼ିଲାବେଳେ କିଶୋର କୃଷ୍ଣଚନ୍ଦ୍ର ସର୍ବଦା ପାରଳାଖେମୁଣ୍ଡି ଏବଂ ଓଡ଼ିଆ ଜାତିର ଉନ୍ନତି ବିଷୟରେ ଚିନ୍ତା କରୁଥିଲେ । ଶିକ୍ଷାର ବିକାଶ ପାଇଁ ସେ ବହୁଗୁଡ଼ିଏ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ଥାପନା କରାବା ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଓ ଗରିବ ଛାତ୍ରଙ୍କୁ ବିଦ୍ୟାଶିକ୍ଷା ପାଇଁ ଆର୍ଥିକ ସହାୟତା କରିଥିଲେ । ନାରୀଶିକ୍ଷା ପାଇଁ ସେ ପାରଳାଖେମୁଣ୍ଡିରେ ଏକ ବାଳିକା ବିଦ୍ୟାଳୟ ସ୍ଥାପନା କରିଥିଲେ । କୃଷ୍ଣଚନ୍ଦ୍ରଙ୍କ ପ୍ରଧାନ ଲକ୍ଷ୍ୟ ଥିଲା ଓଡ଼ିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିକାଶ ଘଟାଇ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନା କରିବା । ତାଙ୍କ ପ୍ରଚେଷ୍ଟା କ୍ରମେ ହିଁ ଉକ୍ରଳ ବିଶ୍ୱବିଦ୍ୟାଳୟ ଗଠନ ହେବାର ନିଷ୍ପତ୍ତି ହୋଇଥିଲା । ଏହା ବ୍ୟତୀତ ସମସ୍ତ ଓଡ଼ିଆ ଭାଷୀ ଅଞ୍ଚଳର ଏକତ୍ରୀକରଣ କରିବାକୁ ସେ ଶପଥ ଗ୍ରହଣ କରିଥିଲେ । ପାରଳାଖେମୁଣ୍ଡି ଠାରେ ୧୯୧୪ ମସିହା ଡିସେମ୍ବର ୨୭ ଓ ୨୮ ତାରିଖରେ ସେ ଦଶମ ଉକ୍ରଳ ସମ୍ମିଳନୀ ଆହୂତ କରି ନିଜର କର୍ମକୁଶଳତା ଦେଖାଇଥିଲେ । ସେଠାରେ ପ୍ରଥମ ଥର ପାଇଁ ସେ ପୂର୍ଣ୍ଣାଙ୍ଗ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୂଳଭିତ୍ତି ପକାଇଥିଲେ । ଶେଷରେ ତାଙ୍କ ଦ୍ୱାରା ଲେଖା ମେମୋରେଣ୍ଡମରେ ଓଡ଼ିଶା ସହିତ ପାରଳାଖେମୁଣ୍ଡି ମିଶ୍ରଣ ଓ ସ୍ୱତନ୍ତ୍ର ପ୍ରଦେଶ ଗଠନ ଦାବିକୁ ଇଂରେଜ ସରକାର ଅଗ୍ରାଧିକାର ଦେଇ ଏହାକୁ ଓଡ଼ିଶାରେ ଅନ୍ତର୍ଗତ କରିଥିଲେ ଓ ୧୯୩୬ ମସିହା ଅପ୍ରେଲ ପହିଲାରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିଥିଲା । ନିଜ ଶାସନ କାଳରେ ସେ କୃଷି ଓ ଶିଳ୍ପ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ତେବେ ୧୯୭୪ ମସିହା ମଇ ୨୫ ତାରିଖରେ ତାଙ୍କର ପରଲୋକ ଘଟିଥିଲା । ଶୋଭନୀୟ ଆନ୍ଦୋଳନ, ଭୁବନେଶ୍ୱର, ଦୂରଭାଷ : ୯୪୩୭୧୨୪୫୭୨ 

"ଭଜନ ସମ୍ରାଟ' ଭିକାରୀ ବଳ


ନାଟ୍ୟ ସାରଥି ଅଭୟ କୁମାର ଦାଶ
ଭଜନ ସମ୍ରାଟ ଭିକାରୀ ବଳ ଜଣେ ଓଡ଼ିଆ ସଂଗୀତଜ୍ଞ ଓ ଗାୟକ । ସେ ଓଡ଼ିଶାର ଅନେକ ପଲ୍ଲୀଗୀତ, ଛାନ୍ଦ, ଚମ୍ପୁ ଓ ପୁରାତନ ରଚନାକୁ ଗୀତ ରୂପାନ୍ତର କରି ଗୀତ ବୋଲିଛନ୍ତି । ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣୀ ବଳଙ୍କ ସନ୍ତାନ ଭିକାରୀ ବଳ ୧୯୨୯ ମସିହା ମଇ ୨୫ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ାସ୍ଥିତ ସୋବଳାରେ ଜନ୍ମ ନେଇଥିଲେ । ଖୁବ୍ ଛୋଟବେଳୁ ତାଙ୍କ ବାପା ମାଆ ମୃତ୍ୟୁବରଣ କରିଥିଲେ । ତାଙ୍କ ବାପାଙ୍କ ପ୍ରଥମ ପକ୍ଷ ବିବାହର ପୁଅ ଓ ତାଙ୍କ ପତ୍ନୀ ଭିକାରୀଙ୍କ ଲାଳନ ପାଳନ କରିଥିଲେ । ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ପରେ ସେ ନିଜ ଗାଁ ସୋବଳାରେ ଯାତ୍ରା ଦଳରେ ଯୋଗ ଦେଇଥିଲେ । ସେଠାରେ ସେ ଗୀତ ଓ ଅଭିନୟ ଶିଖିଥିଲେ । ଗୁରୁ ଖିତିଜ୍ ମିତ୍ରଙ୍କ ସହାୟତାରେ ସେ କଟକ କଳାବିକାଶ କେନ୍ଦ୍ରରେ ଓଡ଼ିଶୀ ସଙ୍ଗୀତରେ ଶିକ୍ଷା ଲାଭ କରିଥିଲେ । ଆକାଶବାଣୀରେ ସେ ଜଣେ ଏ କ୍ଲାସ ଗାୟକ ଭାବରେ ଗୀତ ଗାଉଥିଲେ ମଧ୍ୟ "କୋଠ ଭୋଗ ଖିଆ' ଗୀତରୁ ଲୋକପ୍ରିୟ ହୋଇଥିଲେ । ଗୋପାଳକୃଷ୍ଣ, ଦୀନକୃଷ୍ଣ, ବଳଦେବ, ବନମାଳି ଓ ସାଲବେଗ ଆଦି ପୁରାତନ କବିଙ୍କ ବହୁ ଭଜନରେ ସେ କଣ୍ଠଦାନ କରିଛନ୍ତି । ଏହା ବ୍ୟତୀତ ଅନେକ ଚମ୍ପୁ, ଛାନ୍ଦ ଓ ଲୋକଗୀତ ଗାଇବା ସହ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ । ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ "ଭଜନ ସମ୍ରାଟ' ଉପାଧିରେ ଭୂଷିତ କରିଥିଲେ । ୨୦୧୦ ମସିହା ନଭେମ୍ବର ୩ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ । ଗୋତରା, ମାହାଙ୍ଗା, କଟକ, ଦୂରଭାଷ : ୯୪୩୭୧୪୨୭୧୭ ନ

ରାସବିହାରୀ ବୋଷ


ରଘୁନାଥ ମହାପାତ୍ର
ରାସବିହାରୀ ବୋଷ ଥିଲେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ମହାନାୟକ  । ସେ ବ୍ରିଟିଶ ରାଜ ବିରୋଧରେ ଗଦ୍ଦର ଷଡ଼ଯନ୍ତ୍ର ଏବଂ ଆଜାଦ୍ ହିନ୍ଦ ଫୌଜ ସଂଗଠନ ଗଢ଼ିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ  । ସେ ଭାରତରେ ଅନେକ କ୍ରାନ୍ତିକାରୀ ଆନ୍ଦୋଳନ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  । ବିଦେଶରେ ରହି ସେ ଭାରତର ସ୍ୱାଧୀନତା ପାଇଁ ଆଜୀବନ ଉଦ୍ୟମ ଚଳାଇଥିଲେ  । ଦିଲ୍ଲୀର ତତ୍କାଳୀନ ଭାଇସ୍ରୟ ଲର୍ଡ଼ ଚାର୍ଲସ୍ ହୋର୍ଡିଂଙ୍କ ଉପରେ ବୋମାମାଡ଼ କରିବାର ଯୋଜନା, ଗଦ୍ଦର ଷଡ଼ଯନ୍ତ୍ର ରଚିବା ଏବଂ ପରେ ଜାପାନ ଯାଇ ଇଣ୍ଡିଆନ ଇଣ୍ଡିପେଣ୍ଡେଣ୍ଟ ଲିଗ୍ ଓ ଆଜାଦ୍ ହିନ୍ଦ ଫୌଜ ପ୍ରତିଷ୍ଠା କରିବାରେ ରାସ ବିହାରୀ ବୋଷଙ୍କ ପ୍ରମୁଖ ଭୂମିକା ରହିଥିଲା  । ୧୯୪୫ ଜାନୁଆରୀ ୨୧ ତାରିଖରେ ରାସ ବିହାରୀ ବୋଷଙ୍କ ଜାପାନ ଠାରେ ଦେହାନ୍ତ ଘଟିଥିଲା  । ମୃତ୍ୟୁ ପୂର୍ବରୁ ତାଙ୍କୁ ଜାପାନ ସରକାର ଅର୍ଡ଼ର ଅଫ୍ ଦି ରାଇଜିଙ୍ଗ ଷ୍ଟାର୍ ଉପାଧିରେ ସମ୍ମାନିତ କରିଥିଲେ  । ମୃତ୍ୟୁ ପରେ ଜାପାନ୍ରେ ରାଜକୀୟ ପରମ୍ପରା ସହ ତାଙ୍କର ଅନ୍ତିମ ସକ୍ରାର କରାଯାଇଥିଲା  । ପଶ୍ଚିମବଙ୍ଗର ହୁଗୁଲି ଅନ୍ତର୍ଗତ ପାଲରା ବିଘାଟି ଠାରେ ଏହି ମହାନ୍ ସ୍ୱାଧୀନତା ସଂଗ୍ରାମୀ ୧୮୮୬ ମେ ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ  । ପିଲାଦିନୁ ମା'ଙ୍କୁ ହରାଇଥିବା ରାସବିହାରୀ ନିଜ ଜେଜେବାପାଙ୍କ ତତ୍ତ୍ୱାବଧାନରେ ରହି ପାଠ ପଢ଼ିଥିଲେ  । ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ସେ ଚନ୍ଦ୍ରନଗୋର୍ର ଡୁପ୍ଲେକ୍ସ କଲେଜ ଠାରେ ଶିକ୍ଷା ଲାଭ କରିଥିଲେ  । ସେତେବେଳେ ଚନ୍ଦ୍ରନାଗୋର୍ ଫରାସୀ ଉପନିବେଶ ଅଧିନରେ ରହିଥିଲା  । ରାସବିହାରୀ ବ୍ରିଟିଶ ଏବଂ ଫରାସୀ ସଂସ୍କୃତି ଦ୍ୱାରା କିଶୋରାବସ୍ଥାରୁ ପ୍ରଭାବିତ ଥିଲେ  । ସେ ଜଣେ ମେଧାବୀ ଛାତ୍ର ଥିଲେ  । ଫରାସୀ ରାଷ୍ଟ୍ର ବିପ୍ଳବର ଗଭୀର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା  । ବିପ୍ଳବୀ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ସେ ଦେଶ ପାଇଁ ଲଢ଼ିବାକୁ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ  । ତାରାଚାନ୍ଦ ପାଟଣା, କଟକ, ଦୂରଭାଷ : ୯୨୩୮୬୩୨୭୫୦

Saturday, May 5, 2018

उत्कृष्ट वक्तृत्व के कौशल्यवाले महान मदनमोहन मालवीय !

उत्कृष्ट वक्तृत्व के कौशल्यवाले महान मदनमोहन मालवीय !


१८८६ में कोलकाता में संपन्न हुए कांग्रेस के द्वितीय अधिवेशन में २५ वर्ष के मदन मोहन मालवीय ने वक्तव्य दिया था । उनके उस वक्तव्य से अध्यक्ष दादाभाई नवरोजी इतने प्रभावित हुए कि उन्होंने ये उद्गार निकाले, कि ‘उस समय मालवीयजी के मुख से साक्षात भारतमाता ही वक्तव्य दे रही थीं ।’ मदनमोहन के पिताश्री पंडित ब्रजनाथ रसाळ कीर्तनकार थे । स्वयं मालवीयजी को संगीत में उत्तम गति थी ।

१. काशी हिन्दू विश्वविद्यालय की स्थापना करनी है, यह बात निश्चित होने के पश्चात, अपरिमित संपत्ति देनेवाली वकालत छोडनेवाले त्यागी वृत्ति के महान मदनमोहन मालवीय !

पुलिस चौकी जलाई तथा २१ पुलिसकर्मियों को जलाया । अतः गांधीजी ने चौरीचौरा में जो आंदोलन पीछे/वापस लिया था, उस अभियोग में १७० लोगों को फांसी हुई । कांग्रेस नेता मदनमोहन मालवीयजी ने आंदोलनकारियों का पक्ष इतने समर्थ रूप से प्रस्तुत किया, कि न्यायमूर्ति ने खडे होकर उनका अभिवादन किया तथा अधिकांश लोगों का फांसी का दंड निरस्त किया । किंतु काशी हिन्दू विश्वविद्यालय की स्थापना करने का निश्चय करने के पश्चात उन्होंने अधिकतम धन प्रदान करनेवाली वकालत पलभर में ही छोड दी । हिन्दुओं को उनके उज्वल भूतकाल का साभिमान ज्ञान होना चाहिए. किंतु वर्तमान समस्याओं को पराजित करने के लिए प्रतिकार शक्ति इतनी सक्षम होनी ही चाहिए, यह उद्देश्य मन में अंकित कर एक कुंभमेले में उन्होंने विश्वविद्यालय का संकल्प लिया । १९०५ में गोपाळ कृष्ण गोखले की अध्यक्षता में काशी में कांग्रेस अधिवेशन संपन्न हुआ । इस अधिवेशन में १९०५ में उसी प्रकार का औपचारिक प्रस्ताव प्रस्तुत किया गया था । वाईसराय लॉर्ड हार्डिंग्ज ने १९१६ में कोनशिला का निर्माण कार्य करते समय ये उद्गार  व्यक्त किए थे, कि ‘निश्चित ही अब शिक्षण प्रणाली में परिवर्तन होगा, इस विश्वास से यहां उपस्थित सर्व व्यक्तियों के मुख पर आनंद प्रतिबिंबित हुुआ प्रतीत हो रहा है ।’

२. वसिष्ठ तथा गौतम, इन तपस्वी मुनियों की परंपरा का आदर करनेवाले छात्रों का सृजन करनेवाला बनारस का ‘हिन्दू विश्वविद्यालय’ !

मदनमोहन मालवीयजी के काशी के हिन्दू विश्वविद्यालय में ‘अलीगढ मुस्लिम विद्यापीठ के समान विघटन के विचार प्रसृत करनेवाले छात्रों का सृजन नहीं हुआ । वाइसराय लॉर्ड हार्डिंग्ज ने इस विश्वविद्यालय के कोनशिला समारोह में वसिष्ठ तथा गौतम, इन तपस्वी मुनियों की परंपरा का उल्लेख किया था । यहां उसी परंपरा का आदर करनेवाले छात्रों का सृजन हुआ ।

३. हिन्दू विश्वविद्यालय के निर्माण कार्य हेतु निरंतर प्रयास करनेवाले ज्ञानतपस्वी मदनमोहन मालवीय !

हिन्दू विश्वविद्यालय की कल्पना का प्रचार तथा गोहत्याबंदी की मांग करने हेतु मदनमोहन मालवीयजी ने पूरे देश का भ्रमण किया । भ्रमण करते समय वे उस दिन के निधि संकलन का उद्देश्य निश्चित करते थे तथा उसे पूरा होने तक अन्नग्रहण नहीं करते थे । वास्तव में घर से बाहर निकलने के पश्चात वे किसी के हाथ का पानी भी नहीं पीते थे । इतनी कर्मठ निस्पृहता से उन्होंने इतना भव्य जनसंग्रह तथा इतना भीषण कार्य वैâसे किया, यह एक आश्चर्य की ही बात है ।

४. किसी समय कांग्रेस दल में मदनमोहन मोलवीय के समान हिन्दुओं के लिए प्रयास करनेवाला व्यक्तित्त्व होना, अपनेआप में यह एक महान आश्चर्य की बात है !

कांग्रेस नेता पंडित मदनमोहन मालवीय ने जीवन में पहला भाषण, जो उन्होंने वर्ष १८७७ में दिया, वर्ष १९४६ में वही अंतिम भाषण गोरक्षा पर दिया । गर्भवती गौओं की हत्या कर अंदर के बालकों की चमडी के जूते बनाकर उन्हें पहनने की पद्धत यूरोप में प्रचलित है । इस बात का पता होने के पश्चात उन्होंने चमडे के जूते पहनना बंद कर दिया । जालियनवाला बाग हत्याकांड पर इंपीरियल लेजिस्लेटिव एसेंबली में ५(पांच) घंटे तक उन्होंने सरकार पर टिप्पणी करनेवाला भाषण दिया । ऐसा कहा जाता है, कि उनका यह भाषण ब्रिटिश पार्लियामेंट में एडमंड बर्क द्वारा दिए गए भाषण का स्मरण करवानेवाला था । रावलपिंडी में जाकर उन्होंने बताया, कि ‘हिन्दू धर्म केवल मानवीय मूल्यों का उद्घोष करता है, वह बिलकुल संकुचित नहीं है ।’  पुरोहित को आमंत्रित कर उन्होंने यह बताया कि ‘मुझे काशी में मृत्यु नहीं आना चाहिए, क्योंकि मुझे मुक्ति नहीं चाहिए, अपितु पुनर्जन्म लेकर भारतमाता की अधिक अच्छी प्रकार से सेवा करने की मेरी इच्छा है । उनका व्यक्तित्व समग्र क्रांति की दृष्टिवाला था । हिन्दुओं की मानसिकत परिवर्तित करने हेतु उन्होंने भीषण(उदंड) संघर्ष किया । उनका मन करुणा से ओतप्रोत था तथा उनके प्रदीर्घ जीवन में उन पर किसी भी प्रकार का धब्बा नहीं लगने पाया था । विभाजन के समय हिन्दुओं पर जो अनन्वित अत्याचार हुए, उसी धक्के के कारण उनका देहांत हुआ । कांग्रेस दल में किसी समय में ऐसे भी लोग थे ।’